ହୁରୁଡ଼ିବା Huruṟḍ̠ibā

  • ଦେ କ୍ରି (ସଂ. ହ୍ରୁଡ୍ ଧାତୁ=ଗତି କରିବା) — ଉଚ୍ଚ ଧ୍ୱନିଶୁଣି ଭୟ ପାଇ ପଳାଇବା — To flee away on hearing a loud sound
  • ଦେ କ୍ରି (ସଂ. ହ୍ରୁଡ୍ ଧାତୁ=ଗତି କରିବା) — (ଘୋଡ଼ା, ବଳଦ ଆଦି) ଚମକିବା; ଚମକି କରି ଦଉଡ଼ିବା — To shy; to bolt
  • ପ୍ରାଦେ (ଖଡ଼ିଆଳ) କ୍ରି — ଗାଳି ଦେବା — To abuse; to call bad names
  • ପ୍ରାଦେ (ଖଡ଼ିଆଳ) କ୍ରି — ତଡ଼ିବା — To drive away