ହୁରୁ ଦୁଙ୍ଗ୍, ହୁରୁ ଦଙ୍ଗା Huru duṅg(ā)

  • ଦେ. ବିଣ ପୁଂ — ଅସ୍ଥିର (ବ୍ଯକ୍ତି) — Restless
  • ଦେ. ବିଣ ପୁଂ — ହୃଷ୍ଟପୁଷ୍ଟ; ଓ ସବଳ — Stout and strong
  • ଦେ. ବିଣ ପୁଂ — ଡେଙ୍ଗା — Tall
  • ଦେ. ବିଣ ପୁଂ — ଅଖାଡ଼ୁଆ; ହୁଣ୍ଡା ଅବିଚାରକ — Foolhardy; rash
  • ଦେ. ବିଣ ପୁଂ — ଦୁଷ୍ଟ — Wicked