ହୁରି ହୁଲର Huri hulara

  • ଦେ. ବି (ସହଚର ଶବ୍ଦ) — ଗୋଳମାଳ; ଉଚ୍ଚୈଃ— ସ୍ୱରରେ ଡାକ ଓ ଘୋଘା — Uproar; great row
  • ଦେ. ବି (ସହଚର ଶବ୍ଦ) — [ଉ—ଗ୍ରାମଯାକ ହୁରି ହାଳର ପଡ଼ିଗଲା। ଫକୀରମୋହନ, ଛମାଣ ଆଠଗୁଣ୍ଠ।]