ହୁରି ପକାଇବା Huri pakāibā

  • ଦେ. କ୍ରି — ଉଚ୍ଚୈଃସ୍ୱରରେ ଚିତ୍କାର କରିବା — To halloo; to raise a hue and cry
  • ଦେ. କ୍ରି — [ଉ—'ସୁଖ ସୁଖ' ହୁରି ଛାଡ଼ନ୍ତି ସରବେ ସୁଖନୁହେ ଚିରସ୍ଥାୟୀ—ନନ୍ଦକିଶୋର, ଶର୍ମିଷ୍ଠା]