ହୁମ୍ଦୁମ୍ Hum dum

  • ଦେ. ଅ — ବାଳକମାନେ ଦୌଡ଼ ଧାପଡ଼ ଓ କଳି ଆଦି କରି ଇତସ୍ତତଃ ହେବା ଦ୍ୱାରା ଉପୁଜାଇବା ଗୋଳମାଳ — Boisterous noise by restless and moving children
  • ଦେ. ଅ — ଦୌଡ଼ଧାପଡ଼ — Brisk running