ହୁଣ୍ଡି ମିଆଦ୍ Huṇḍi miād
- ବୈଦେ. (ଫା) ବି — ହୁଣ୍ଡି ଦେଖିବା ଲୋକର ହୁଣ୍ଡି ଦେଖାଇବା ଲୋକକୁ ବରାଦି ଟଙ୍କା ଦେବା ପାଇଁ ହୁଣ୍ଡିରେ ଯେଉଁ ସମୟ ( 31 ଦିନ, 61 ଦିନ, 91 ଦିନ) ନିର୍ଦ୍ଦିଷ୍ଟ ଥାଏ — ହୁଣ୍ଡି ଦେଖିବା ଲୋକର ହୁଣ୍ଡି ଦେଖାଇବା ଲୋକକୁ ବରାଦି ଟଙ୍କା ଦେବା ପାଇଁ ହୁଣ୍ଡିରେ ଯେଉଁ ସମୟ (31ଦିନ,61ଦିନ,91ଦିନ) ନିର୍ଦ୍ଦିଷ୍ଟ ଥାଏ—The time fixed for payment of the money covered by a bill of exchange some days after the presentation of the bill