ହୁଣ୍ଡି ଭଙ୍ଗାଇବା Huṇḍi bhaṇgā ibā

  • ଦେ. କ୍ରି — ଦୂର ଦେଶରେ ନିର୍ଦ୍ଦିଷ୍ଟ ବ୍ଯକ୍ତିଙ୍କୁ ହୁଣ୍ଡିକୁ ଦେଇ ତାଙ୍କଠାରୁ ବରାଦି ଟଙ୍କା ନଗଦ ବୁଝିନେବା ବା ଆଦାୟ କରିବା — To encash a bill of exchange