ହୁଣ୍ଡି କରିବା Huṇḍi karibā

  • ଦେ. କ୍ରି — ଦୁର ଦେଶକୁ ଆପଣାର ଟଙ୍କାକୁ ହୁଣ୍ଡି ଦ୍ୱାରା ପ୍ରେରଣ କରିବା — To remit money to distant place by means of a bill of exchange
  • ଦେ. କ୍ରି — ହୁଣ୍ଡି ଦେବା (ଦେଖ) — Huṇḍi debā (See)