ହୁଣ୍ଡି କମିସନି Huṇḍi kamisani

  • ବୈଦେ ବି.—(ଫା. ହୁଣ୍ଡି+ଇ. କମିସନ୍) — ହୁଣ୍ଡି ଦ୍ୱାରା ନିଜର ଟଙ୍କାକୁ କୌଣସି ବ୍ଯବସାୟୀଙ୍କ ଦ୍ୱାରା ଦୂର ଦେଶକୁ ପଠାଯିବା ଯୋଗୁଁ ଉକ୍ତ ବ୍ଯବସାୟୀଙ୍କୁ ପୁରସ୍କାର ସ୍ୱରୂପ ଯେଉଁ ଟଙ୍କା ଦିଆଯାଏ — Commission paid by a person remitting money by a bill of exchange