ହୁଣ୍ଡାଳ Huṇḍāḻa

  • ପ୍ରାଦେ (ସିଂହଭୂମି) ବି — ହେଟା — Wolf; hyena
  • ପ୍ରାଦେ (ସମ୍ବଲପୁର ଓ ଗଡ଼ଜାତ) ବି — ଚିତାବାଘ — Leopard; spotted tiger
  • ପ୍ରାଦେ (ସମ୍ବଲପୁର ଓ ଗଡ଼ଜାତ) ବି — [ଉ—ମହାବଳଶାଳୀ କରାଳ ଯେ ସ୍ଥାନେ ହିଂସ୍ରକ ଅଟେ ହୁଣ୍ଡାଳ—ବଳଭଦ୍ର ଦେବ, ଚଞ୍ଚରିକା।]