ହୁଣ୍ଡା ମୂଲ Huṇḍāmūla

  • ଦେ. ବି — କୌଣସି ଦ୍ରବ୍ୟକୁ ଓଜନ ନ କରାଯାଇ ବା ଉକ୍ତ ପଦାର୍ଥର ଉତ୍କୃଷ୍ଟତା ଓ ନିକୃଷ୍ଟତା ପରୀକ୍ଷା ନ କରାଯାଇ ନିରୂପିତ ହେବା ମୂଲ୍ୟ — A fixed price set on an article without reference to its weight or quality