ହୁଞ୍ଚୁଡ଼ିବା Hun̄chuṟḍ̠ibā

  • ଦେ. କ୍ରି — କୌଣସି ବସ୍ତୁକୁ ବଳାତ୍କାରରେ ଅନ୍ୟଠାରୁ ଝିଙ୍କି ଛଡ଼ାଇ ନେବା — To snatch away a thing with violence from another
  • ଦେ. କ୍ରି — [ଉ—ହୁଞ୍ଚୁଡ଼ି ସେ ଶକ୍ତି ବୀର ନେଲା ବାମ ହାତେ— ରାଧାନାଥ, ବେଣୀ ସଂହାର।