ହୁଜ୍ଜତି Hujjati

  • ବୈଦେ. ବିଣ (ଆ) — କଳିହୁଡ଼ା; କଳହପ୍ରିୟ — Quarrelsome
  • ବୈଦେ. ବିଣ (ଆ) — ବାଗ୍ବିତଣ୍ଡାକାରୀ — Wrangling
  • ବୈଦେ. ବିଣ (ଆ) — — Argumentative; given to argument