ହୁଙ୍ଗୁଡ଼ି Huṅguṟḍ̠i

  • ପ୍ରାଦେ (ବାଲେଶ୍ୱର) ବି — (ଧ୍ୱନ୍ୟନୁକରଣ) ଙ୍ଘୁଙ୍ଗୁଡ଼ି (ଦେଖ) — Ghuṅguṟḍ̠i (See)
  • ପ୍ରାଦେ (ବାଲେଶ୍ୱର) ବି — [ଉ— x x x ଚୌକିଦାର ଦୁଇଜଣଙ୍କ ନାକର ହୁଙ୍ଗୁଡ଼ି ଡାକ ଏହି ଭ୍ରମପ୍ରମାଦର କାରଣ ଅଟେ। ଫକୀରମୋହନ, ଛମାଣ ଆଠଗୁଣ୍ଠ।]