ହୁଗୁଳି Huguḻi
- ଦେ. ବିଣ (ନାମ) — ଗଙ୍ଗା ନଦୀର ଯେଉଁ ଶାଖା କଲିକତା ବାଟେ ବଙ୍ଗୋପସାଗରକୁ ଯାଇଅଛି — The name of the branch of the Ganges flowing along Calcutta
- ଦେ. ବିଣ (ନାମ) — ବଙ୍ଗ ପ୍ରଦେଶର ବର୍ଦ୍ଧମାନ ବିଭାଗର ଗୋଟିଏ ଜିଲ୍ଲା ଓ ସବ୍ଡିଭିଜନ୍ ଓ ହୁଗୁଳି ନଦୀର କୂଳସ୍ଥ ନଗର ନାମ — Name of district, subdivision and town on the river Hoogly in the Burdwan division of the Bengal Presidency
- ଦେ. ବିଣ (ନାମ) — [ଦ୍ର—ଏହି ଜିଲ୍ଲାର 3 ଗୋଟି ସବ୍ଡିଭିଜନ୍ ଅଛି। ଯଥା—ହୁଗୁଳି, ଶ୍ରୀରାମପୁର ଓ ଆରାମବାଗ। ଏହି ଜିଲ୍ଲାର ରାଜଧାନୀ—ଚୁଞ୍ଚୁଡ଼ା] — [ଦ୍ର—ଏହି ଜିଲ୍ଲାର3ଗୋଟି ସବ୍ଡିଭିଜନ୍ ଅଛି ଯଥା—ହୁଗୁଳି, ଶ୍ରୀରାମପୁର ଓ ଆରାମବାଗ ଏହି ଜିଲ୍ଲାର ରାଜଧାନୀ—ଚୁଞ୍ଚୁଡ଼ା]
- ଦେ. ବିଣ — (ବ୍ୟଙ୍ଗ) ଯେଉଁ ବଢ଼େଇର କାମମାନ ଖାପ ନ ଖାଇ ହୁଗୁଳା ହୁଏ — A carpenter whose handi- works do not fit well