ହୁଗାଳିବା Hugāḻibā

  • ଦେ. କ୍ରି — ହୁଗୁଳିବା କ୍ରିୟାର ଣିଜନ୍ତରୂପ; ହୁଗୁଳାଇବା; ଶ୍ଳଥ କରାଇବା — To slacken; to loosen
  • ଦେ. କ୍ରି — (ହୁଗୁଳିବାର ସକର୍ମକରୂପ) ବେଣ୍ଟରୁ କଟୁରୀ, କୁରାଢ଼ି ଆଦିକୁ ହୁଗୁଳା କରିବା — To loosen an instrument or weapon from its handle