ହୁକୁହୁକୁ ହେବା Huku huku hebā

  • ଦେ. କ୍ରି — କୌଣସି କାର୍ଯ୍ୟ ନିମନ୍ତେ ଆଗ୍ରହାତିଶଯ୍ଯ ବା ଉବ୍ଦିଗ୍ନତା ପ୍ରକାଶ କରିବା — To hanker after a thing
  • ଦେ. କ୍ରି — (ନଈର ପାଣି) ବୋହିବା ସମୟରେ ଧୀର ଶବ୍ଦ କରିବା — To make a gliding sound (said of the current of a river)