ହୁକୁମ୍ ବର୍ଦାର୍ Hukum bar-dār
- ବୈଦେ. ବିଣ (ଆ) — ଆଜ୍ଞା ପାଳନକାରୀ — Carrying out an order
- ବୈଦେ. ବିଣ (ଆ) — ଆଦେଶାନୁବର୍ତ୍ତୀ — Obedient; subservient
- ବି — ଆଜ୍ଞାପାଳକ ଭୃତ୍ୟ — An obedient. servant
- ବି — ହାକିମଙ୍କ ହୁକୁମ ଅନୁସାରେ ଯେଉଁ ଚାକର ଏଣେ ତେଣେ ଯାଆସ କରେ — An orderly