ହୁକି ଟୋଲା Hukiṭolā

  • ଦେ. ବି — (ନାମ)—କଟକ ଜିଲ୍ଲାରେ ଅବସ୍ଥିତ ମହାନଦୀ ମୁହାଣ ଫଲ୍ସ୍ଏଣ୍ଟ୍ ବତିଘର ନିକଟସ୍ଥ ବସତି — Name of a village near the Falsepoint light house at the mouth of the Mahānadī river in the Cuttack district