ହୁଅନ୍ତି Huanti
- ଦେ. କ୍ରି — ହେବା କ୍ରିୟାର ବର୍ତ୍ତମାନ କାଳର ତୃତୀୟ ପୁରୁଷ ସମ୍ମାନାର୍ଥ ଏକ ବଚନ (ସେ), ତୃତୀୟ ପୁରୁଷ ବହୁ ବଚନ (ସେମାନେ), ଦ୍ୱିତୀୟ ପୁରୁଷ ସମ୍ମାନାର୍ଥ ଏକ ବଚନ (ଆପଣ), ଦ୍ୱିତୀୟ ପୁରୁଷ ସମ୍ମାନାର୍ଥ ବହୁବଚନ (ଆପଣମାନେ) କର୍ତ୍ତା ପରେ ଲାଗିବା କ୍ରିୟା — Form of the verb 'To be' in the present tense with 3rd person singular (honorific) He, 3rd person plual (honorific) They, 2nd person singular (honorific) you, 2nd person plural (honorific) you