ହୁଁ ବରା ଭାଇ Huñ barā bhāi
- ଗ୍ରା. ଅ (ସଂ. ହୁମ୍ ଓ ହିନ୍ଦୀ ମେରା= ମୋର+ଭାଇ=ହେ ଭାଇ) — ସବାରୀ— ବେହେରାଙ୍କର ଡାକବିଶେଷ — A halloo uttered by the palki-bearers
- ଗ୍ରା. ଅ (ସଂ. ହୁମ୍ ଓ ହିନ୍ଦୀ ମେରା= ମୋର+ଭାଇ=ହେ ଭାଇ) — [ଦ୍ର—ସବାରୀ ବେହେରାମାନେ ସବାରୀ କାନ୍ଧେଇ ଅଗ୍ରସର ହେବା ବେଳେ ପ୍ରଥମେ 'ହୁଁ' ଧ୍ୱନି କରନ୍ତି। ତା ପରେ 'ହୁଁ ମେରା ଭାଇ' ଡାକି ତା ପରେ କ୍ରମଶଃ ଗତିବୃଦ୍ଧ ସଙ୍ଗେ ସଙ୍ଗେ ନାନା ଅର୍ଥବ୍ୟଞ୍ଜକ ଡାକମାନ ଡାକନ୍ତି।]