ହୁଁ ଚୁଁ Huñ chuñ
- ଦେ. ବି — କୌଣସି କଥାର ବା ଆବେଶର ଲଙ୍ଘନସୂଚକ ବା ଅସମ୍ମତିସ୍ୱଚକ ବାକ୍ୟର ପ୍ରକାଶ — Expression of dissent from or disobedince to an order
- ଦେ. ବି — ହଲଚଲ; ଇତସ୍ତତଃ ଚଳନ ବା ଗତି — Slight movement to and fro
- ଦେ. ବି — ସାମାନ୍ୟ ମାତ୍ର ଶବ୍ଦ — Slight sound
- ବିଣ — ଯେଉଁ ବ୍ଯକ୍ତି କଥା ବା ଆଦେଶକୁ ଲଙ୍ଘନ କରେ ବା ଅସମ୍ମତି ପ୍ରକାଶ କରେ — Expressing dissent from or disapproval of or disobedience to an order