ହୁଁ କରିବା Huā karibā
- ଦେ. କ୍ରି — ଅନ୍ଯ ବ୍ଯକ୍ତିର କଥାରେ ବା ପ୍ରସ୍ତାବରେ ରାଜିହେବା; ସମ୍ମତ ହେବା — To agree to what another is saying
- ଦେ. କ୍ରି — କଥା ବା କାହାଣୀ କହୁଥିବା ବ୍ଯକ୍ତିକୁ କଥା କହିବା ନିମନ୍ତେ ଉତ୍ସାହିତ କରିତା ଓ ଶ୍ରୋତା ମନୋଯୋଗପୂର୍ବକ କଥିତ ବିଷୟ ଶୁଣୁଅଛନ୍ତି ଏହା ଜଣାଇବା ପାଇଁ ମଝିରେ ମଝିରେ ହୁଁ ଶବ୍ଦ ଉଚ୍ଚାରଣ କରିବା — To utter the sound of Huñ while attending to a person's conversation or story
- ପ୍ରାଦେ (ଖଡ଼ିଆଳ) କ୍ରି — ସ୍ୱୀକାର କରି ହୁଁ କରିବା — To utter the exclamation Huñ in token of agreement or disagreement