ହୁ ବେଗେ Hu bege

  • ପ୍ରାଦେ (ସମ୍ବଲପୁର) କ୍ରି ବିଣ — ହଠାତ୍ — All on a sudden
  • ପ୍ରାଦେ (ସମ୍ବଲପୁର) କ୍ରି ବିଣ — ଅତି ଶୀଘ୍ର — Very soon
  • ପ୍ରାଦେ (ସମ୍ବଲପୁର) କ୍ରି ବିଣ — ତତ୍କ୍ଷଣାତ — Immediately; all at once