ହୀୟମାନ Hīyamāna

  • ସଂ. ବିଣ [ହା ଧାତୁ=ତ୍ୟାଗକରିବା+କର୍ମ ଆନ] — ଯାହା ହ୍ରାସପ୍ରାପ୍ତ ହେଉଅଛି; ଯାହା କ୍ଷୟ ପାଉଅଛି — Diminishing; waning