ହୀନାର୍ଥ Hinārtha

  • ସଂ. ବିଣ. ପୁଂ [ବହୁବ୍ରୀହି] — ବ୍ୟର୍ଥମନୋରଥ — Unsuccessful
  • ସଂ. ବିଣ. ପୁଂ [ବହୁବ୍ରୀହି] — ଯାହା ଲାଭଜନକ ନୁହେ [ହି. ଶ] — Profitless