ହୀରାମନ୍ Hirāmān

  • ଦେ. ବି—(ସମ୍ଭବତଃ ହରିତ୍=ଶାଗୁଆ ଓ ମଦନ=ଶାରୀ ପକ୍ଷୀରୁ) — ଶୁକପକ୍ଷୀ ଜାତୀୟ ପୂର୍ବଭାରତୀୟ ଦ୍ୱୀପ— ପୁଞ୍ଜରୁ ଏ ଦେଶକୁ ଅଣାଯାଇ ପୋଷା ଯାଉଥିବା ଏକ ପ୍ରକାର ଶୁଆ — Parakeet; a species of parrot of the East Indies; Eclectus pectoralis
  • ଦେ. ବି—(ସମ୍ଭବତଃ ହରିତ୍=ଶାଗୁଆ ଓ ମଦନ=ଶାରୀ ପକ୍ଷୀରୁ) — [ଦ୍ର—ଏହାର ଅଣ୍ଡିରା ଜାତୀୟ ହରିତ୍ ବା ଶାଗୁଆ ଓ ଡେଣାର ମୂଳ ପାଖରେ ଆମ୍ବ ଆକାର ନାଲି ଚିହ୍ନ ଥାଏ; ଲାଙ୍ଗୁଡ଼ ଛୋଟ; ସ୍ତ୍ରୀ ପକ୍ଷୀର ଶରୀର ରକ୍ତବର୍ଣ୍ଣ। ଏମାନେ ଦେଶୀ ଶୁଆଙ୍କ ପରି ପଦ ଧରନ୍ତି ନାହିଁ; କିନ୍ତୁ ତୀକ୍ଷ୍ଣ କେଁ କେଁ ଧ୍ୱନି କରନ୍ତି। ଏମାନଙ୍କ ଆକୃତି ଆମ ଦେଶର ନାହାକା ଶୁଆଙ୍କ ପରି ବଡ଼।]