ହୀରା ନୀଳା ମୋତି ମାଣିକ୍ୟ Hīrā nīḻā moti māṇikya

  • ଦେ. ବି—(ସହଚର ଶବ୍ଦଗଣ) — ଚାରି ପ୍ରକାରର ରତ୍ନ; (ହୀରକ, ନୀଳମଣି, ମୁକ୍ତା ଓ ମାଣିକ୍ୟ) — Four kinds of gems (viz, diamond, emerald, pearl, and ruby)
  • ଦେ. ବି—(ସହଚର ଶବ୍ଦଗଣ) — ଅସଂଖ୍ୟ ଧନରତ୍ନ — Countless gems and riches
  • ଦେ. ବି—(ସହଚର ଶବ୍ଦଗଣ) — (ଯଥା—ରଜା ଘରେ ହୀରା ନୀଳା ମୋତି ମାଣିକ ଭରତି ହୋଇଛି)