ହୀନ ଯୋନି Hīnoj̄oni

  • ସଂ. ବି (କର୍ମଧା) — ନୀଚଜାତି — Low caste
  • ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ନୀଚଜାତୀୟ — Of low birth