ହୀନ ବୃତ୍ତି Hīna brutti

  • ସଂ. ବି—(କର୍ମଧା; ହୀନ+ବୃତ୍ତି) — ନୀଚ ବୃତ୍ତି; ନିନ୍ଦିତ ବ୍ଯବସାୟ — Low occupation
  • ବିଣ— (ବହୁବ୍ରୀହି) — ନିନ୍ଦିତ ଉପାୟରେ ଜୀବିକା ନିର୍ବାହକାରୀ — Earning livelihod by blameworthy means
  • ବିଣ— (ବହୁବ୍ରୀହି) — ନୀଚପ୍ରକୃତିକ — Of mean nature