ହୀନ ବୀର୍ୟ୍ୟ Hīna bīrj̄ya

  • ସଂ. ବିଣ—(ବହୁବ୍ରୀହି; ହୀନ+ବଳ, ବୀର୍ୟ୍ୟ) — ଦୁର୍ବଳ — Weak
  • ସଂ. ବିଣ—(ବହୁବ୍ରୀହି; ହୀନ+ବଳ, ବୀର୍ୟ୍ୟ) — ଶକ୍ତିଶୂନ୍ଯ — Powerless
  • ସଂ. ବିଣ—(ବହୁବ୍ରୀହି; ହୀନ+ବଳ, ବୀର୍ୟ୍ୟ) — ଯାହାର ବଳ କମିଯାଇଅଛି — Shorn of strength