ହୀନ ପ୍ରକୃତି Hīna prakṛuti

  • ସଂ. ବି—(କର୍ମଧା; ହୀନ+ପ୍ରକୃତି) — ନୀଚ ପ୍ରକୃତି — Low nature
  • ବିଣ ପୁଂ ଓ ସ୍ତ୍ରୀ—(ବହୁବ୍ରୀହି) — ନୀଚ ସ୍ୱଭାବ ବିଶିଷ୍ଟ — Of mean nature
  • ବିଣ ପୁଂ ଓ ସ୍ତ୍ରୀ—(ବହୁବ୍ରୀହି) — କ୍ଷୁଦ୍ରାଶୟ — Low-minded