ହୀନ ପକ୍ଷ Hīna paksha
- ସଂ. ବି — ନିର୍ବଳ ପକ୍ଷ — Weak party or side
- ସଂ. ବି — ତର୍କରେ ପ୍ରମାଣାଦି ଦ୍ୱାରା ସିଦ୍ଧ ହୋଇ ନ ପାରିବା ବିଷୟ (ହି. ଶ). — Anything not established by evidence etc in argument
- ସଂ. ବି — ମକଦ୍ଦମାରେ ବା ଯୁଦ୍ଧରେ ହାରିଯିବା ପକ୍ଷ — The defeated party in a case or war
- ସଂ. ବି — ପ୍ରମାଣ ବିଷୟରେ ନିର୍ବଳ ମକଦ୍ଦମା (ହି. ଶ) — Weak case