ହି Hi

  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ହଁ; ନିଶ୍ଚୟ — Certainly
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — (ଯଥା—ବିପନ୍ନର ସାହାଯ୍ୟ କରିବାହିଁ ମନୁଷ୍ୟତା)
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ଅବଧାରଣାର୍ଥକ — Interjection used in ascertainment
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — (ଯଥା—ଏହାହି ମୁଁ ସ୍ଥିର କଲି)
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ହେନ୍ତର୍ଥକ — In reasoning
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ପ୍ରଶ୍ନାର୍ଥ — In questioning
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ସମ୍ଭ୍ରମାର୍ଥକ — In respect
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ଅସୂୟାର୍ଥକ — In envy
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ପାଦ ପୂରଣାର୍ଥକ — In concluding a sentence
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ବ୍ୟଗ୍ରତାର୍ଥକ — In anxiety
  • ସଂ. ଅ—(ହି ଧାତୁ=ଗମନ କରିବା+କର୍ତ୍ତୃ ଇ) — ଶୋକାର୍ଥକ — In grief
  • ଦେ. ଅ — ଦାନ୍ତକୁ ଅଳ୍ପ ଦେଖାଇ ଉଚ୍ଚହାସ୍ୟ କରିବାର ଶବ୍ଦ — The sound of laughing by slightly exhibitng the teeth