ହିଡ଼ି ମୁଣ୍ଡା Hiṟḍ̠i muṇḍā

  • ଦେ. ବି (ସଂ. ଆଳି ଓ ମୁଣ୍ଡ) — ହିଡ଼ର ଉପରିଭାଗ — The crest of a ridge
  • ଦେ. ବି (ସଂ. ଆଳି ଓ ମୁଣ୍ଡ) — [ଉ—ପୁଅକୁ ଶ୍ୱାଇଲା ହିଡ଼ିମୁଣ୍ଡାରେ, ପିମ୍ପୁଡ଼ି ଖାଇଲେ କାନ ମୁଣ୍ଡାରେ। ଶିଶୁ ଗୀତ।]