ହିଡ଼ ବାନ୍ଧିବା Hiṟḍa bāndhibā

  • ଦେ. କ୍ରି — ମାଟି ଦ୍ୱାରା କିଆରିର ଚାରିପାଖେ ହିଡ଼ ପ୍ରସ୍ତୁତ କରିବା — To raise or make a ridge round a field
  • ଦେ. କ୍ରି — [ଉ—ଶ୍ୟାମ ନଇଁପଡ଼ି ହିଡ଼ ବାନ୍ଧୁଅଛି। ଫକୀର ମୋହନ, ଛମାଣ ଆଠଗୁଣ୍ଠ।]