ହିସାବ ବୁଝଟ୍ ମକଦମା Hisāba bujhaṭ makadamā
- ଦେ. ବି—(କଚିରିଆ) — ଧନାଦିର ଭାରପ୍ରାପ୍ତ କୌଣସି ବ୍ଯକ୍ତି ଅପୋସୀରେ ହିଂସାଦାରକୁ ବା ମାଲିକକୁ ହିସାବ ବୁଝାଇ ଦେଇ ନ ଥିଲେ ଅଦାଲତଙ୍କ ସମ୍ମୁଖରେ ହିସାବ ବୁଝାଇ ଦେବାପାଇଁ ଉକ୍ତ ବ୍ୟକ୍ତି ନାମରେ କରାଯିବା ମକଦମା — Account suit; a suit for accounts