ହିସାବ ବୁଝଟ୍ କମିସନ୍ Hisāba bujhaṭ kamisan
- ଦେ. ବି—(କଚିରିଆ) — ହିସାବ ବୁଝଟ୍ ମକଦମାରେ ପ୍ରତିବାଦିଠାରୁ ହିସାବ ବୁଝିନେବା ପାଇଁ କୌଣସି ବ୍ଯକ୍ତି (କମିସନର)ଙ୍କ ପ୍ରତି ଅଦାଲତଙ୍କ ଆଦେଶ ବା ହୁକୁମନାମା — A writ or commission issued to a person by a court for taking accounts from a defendant