ହିସାବ ନିକାଶ Hisāba nikāṡa
- ବୈଦେ. ବି (ଆ) — ଆୟବ୍ଯୟର ବିବରଣ ବୁଝାଇଦେବା — Rendering of account
- ବୈଦେ. ବି (ଆ) — ଦୁଇଜଣଙ୍କର ମଧ୍ୟରେ ଆୟବ୍ଯୟର ଗଣନା କରାଯିବା ପରେ ଦେଶାନେଣାର ବନ୍ଦ ହେବା — Closing up of account
- ବୈଦେ. ବି (ଆ) — ଆୟ ସଙ୍ଗେ ବ୍ଯୟ ମିଳି ଯାଇ କିଛି ବାକି ନ ରହିବା — Squaring up of accounts