ହିସାବ କରିବା Hisāba karibā

  • ଦେ. କ୍ରି — କୌଣସି ବିଷୟ ସମ୍ବନ୍ଧେ ଆୟବ୍ଯୟ ବା ଦେୟ ପ୍ରାପ୍ୟ ଆଦି ଗଣନା କରିବା — To cast an account; to calculate the debit and credit sides of transaction
  • ଦେ. କ୍ରି — ଦେଣାପାଉଣା — Dues and liabilities