ହିଳ (ଧାତୁ) Hiḻ (root)

  • ସଂ. ବି — ହାବ କରିବା; ଭଙ୍ଗି କରିବା — To make gestures or movements of the face
  • ସଂ. ବି — ଆଉଜି ପଡ଼ିବା — To lean to; to incline to
  • ସଂ. ବି — ଦୋହୋଲିବା — To move to and fro; to rock to and fro