ହିରଣ୍ୟ Hiraṇya

  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — କନକ; ସ୍ୱର୍ଣ୍ଣ; ସୁନା — Gold
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ଧୁସ୍ତୂର (ଅମର); ଧାତୁରା — Thorn apple; Stramonium
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ରେତଃ (ମେଦିନୀ) — Semen
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ବରାଟକ; କଉଡ଼ି (ମେଦିନୀ) — Shell money
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ଦ୍ରବ୍ୟ; ବସ୍ତୁ (ମେଦିନୀ) — Thing
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ମାନଭେଦ; ପରିମାଣ ବିଶେଷ (ମେଦିନୀ) — A unit of measure
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ପରଂବ୍ରହ୍ମ — The Supreme Soul
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ଅକୁପ୍ଯ (ଦେଖ) — Akupya (See)
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ରଜତ (ଶବ୍ଦ ରତ୍ନାବଳୀ) — Silver
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ଧନ (ଶବ୍ଦ ରତ୍ନାବଳୀ) — Property
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ସ୍ୱର୍ଣ୍ଣ ପାତ୍ର (ଆପ୍ତେ) — Any vessel of gold (Apte)
  • ସଂ—ବି—(ହୃ. ଧାତୁ=ନେବା + କର୍ମ ଅନ୍ଯ) — ବହୁମୂଲ୍ୟ ଧାତୁ (ଆପ୍ତେ) — Any precious metal (Apte)