ହିରଣ୍ୟ କାମଧେନୁ Hiraṇya Kāmdhenu
- ସଂ. ବି — ସ୍ୱର୍ଣ୍ଣମୟ କାମଧେନୁ; ଷୋଡ଼ଶ ଦାନା— ନ୍ତର୍ଗତ ମହାଦାନ ବିଶେଷ — One of the 16 great gifts prescribed in the Hindu Ṡāstras
- ସଂ. ବି — [ଦ୍ର—ସ୍ୱର୍ଣ୍ଣରେ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ତିଆରି କରାଇ ତାଙ୍କୁ ମହାରତ୍ନମାନଙ୍କଦ୍ୱାରା ମଣ୍ଡିତ କରି, ନାନା ଫଳପୁଷ୍ଣ ଛତ୍ର ଚାମର ବ୍ୟଜନାଦି, କୌଷେୟ ବସ୍ତ୍ର ଓ ମିଷ୍ଟାନ୍ନାଦି ସହିତ ଶୀଳକୁଳରୂପ— ଗୁଣାନ୍ୱିତ ବ୍ରାହ୍ମଣଙ୍କୁ ଦାନ କରିବାକୁ ହୁଏ; ଏଥିର ଫଳ ପରଲୋକରେ ସ୍ୱର୍ଗଧାମପ୍ରାପ୍ତି—ମତ୍ସ୍ୟପୁରାଣ।]