ହିରଣ୍ Hiraṇ

  • ସଂ. ବି—(ହୃ. ଧାତୁ=ହରଣ+କର୍ମ ଅନ, ନିପାତନ) କାଞ୍ଚନ; ସ୍ୱର୍ଣ୍ଣ; ସୁନା (ମେଦିନୀ) — Gold
  • ସଂ. ବି—(ହୃ. ଧାତୁ=ହରଣ+କର୍ମ ଅନ, ନିପାତନ) ରେତଃ; ବୀର୍ଯ୍ୟ; ଶୁକ୍ର (ମେଦିନୀ) — Semen; virile
  • ସଂ. ବି—(ହୃ. ଧାତୁ=ହରଣ+କର୍ମ ଅନ, ନିପାତନ) ବରାଟକ; କଉଡ଼ି (ମେଦିନୀ) — Shell-money