ହିରଣ୍ୟାଶ୍ୱ Hiraṇyāṡwa

  • ସଂ. ବି — ସ୍ୱର୍ଣ୍ଣମୟ ଆଶ୍ୱଦାନ; ତୁଳା ପୁରୁଷାଦି ଷୋଡ଼ଷ ମହା— ଦାନାର୍ଗତ ଦାନ ବିଶେଷ — One of the 16 great gifts mentioned in the Purāṇas
  • ସଂ. ବି — [ଦ୍ର—ସ୍ୱର୍ଣ୍ଣମୟ ଅଶ୍ୱ ନିର୍ମାଣ କରି ତାହା ଧନ, ରତ୍ନ, ବସ୍ତ୍ର, ମିଷ୍ଟାନ୍ନ, ଛତ୍ର ଚାମରାଦି ସହ ବ୍ରାହ୍ମଣଙ୍କୁ ଦାନ କରିବା ରୂପ କର୍ମ—ଏହାର ଫଳ ବିଷ୍ଣୁ ଲୋକପ୍ରାପ୍ତି—ମତ୍ସ୍ୟପୁରାଣ।]