ହିରଣ୍ୟାକ୍ଷ Hiraṇyāksha

  • ସଂ. ବି—[ନାମ] — ହିରଣ୍ୟ କଶିପୁଙ୍କ ଯାଆଁଳା ଭାଇ — Name of the twin brother of Hiraṇyakaṡipu
  • ସଂ. ବି—[ନାମ] — [ଦ୍ର—ଏ ବ୍ରହ୍ମାଙ୍କ ବରରେ ଅତ୍ୟନ୍ତ ଅତ୍ୟାଚାରୀ ହୋଇ ଉଠିବାରୁ ଶେଷକୁ ବରାହବପୁ ଧାରଣ କରି ବିଷ୍ଣୁ ଏହାଙ୍କୁ ବଧ କରିଥିଲେ। ହିରଣ୍ୟାକ୍ଷ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ ଓ ବିଷ୍ଣୁ ତାଙ୍କୁ ମାରି ପୃଥିବୀକୁ ଉଦ୍ଧାର କଲେ—ଗରୁଡ଼ପୁରାଣ।]