ହିରଣ୍ୟଦ Hiraṇyada

  • ସଂ. ବିଣ. ପୁଂ—(ହିରଣ୍ୟ+ଦା ଧାତୁ+କର୍ତ୍ତୃ ଅ) — ଯେ ହିରଣ୍ୟ ବା ସୁବର୍ଣ୍ଣ ଦାନ କରେ — Giving gold
  • ବି — ସମୁଦ୍ର (ଶବ୍ଦ କଳ୍ପଦ୍ରୁମ) — The ocean