ହିମ୍ମତ୍ Himmat

  • ବୈଦେ. ବି (ଆ) — ସାହସ — Courage; bravery
  • ବୈଦେ. ବି (ଆ) — ପୌରୁଷ; ବୀରତ୍ୱ — Manliness
  • ବୈଦେ. ବି (ଆ) — କୌଣସି କଠିନ ବା କଷ୍ଟସାଧ୍ୟ କର୍ମ କରିବାକୁ ମନର ବଳ — Strength of mind to do a hard or irksome work