ହିମାବ୍ଜ Himābja

  • ସଂ. ବି — ଉତ୍ପଳ (ରାଜନିର୍ଘଣ୍ଟ); କଇଁ — Nymphean lotus; water lily
  • ସଂ. ବି — ନୀଳକମଳ (ହି. ଶ); ନୀଳୋତ୍ପଳ — The blue water lily