ହିମାନ୍ଦସ୍ତା, ହିମାମ୍ଦସ୍ତା, ହିମାନ୍ଦିସ୍ତା, ହିମାମ୍ଦସ୍ତା Himān(m)-da(i)stā

  • ଦେ. ବି. [ଫା. ହାୱନ୍ଦସ୍ତାହ୍] — ଶୁଷ୍କ— ଦ୍ରବ୍ୟକୁ ଛେଚି ଗୁଣ୍ଡ କରିବା ପାଇ ଲୁହାର ଉଦୁଖଳ ଭାଣ୍ଡ ଓ ମୁଷଳ — Iron pestle and mortar
  • ଦେ. ବି. [ଫା. ହାୱନ୍ଦସ୍ତାହ୍] — [ଦ୍ର—କେହି କେହି ଭାଣ୍ଡକୁ 'ହମାନ୍ଦିସ୍ତା' ଓ ମୁଷଳକୁ 'ପୁଆ' କହନ୍ତି।]